ସମାଜ ସେବାରେ ନିଆରା ବ୍ୟକ୍ତି ସୁର ପାତ୍ର

1 min read
Spread the love

ଭୁବନେଶ୍ୱର:୨୬/୦୯/୨୩ (ବ୍ୟୁରୋ) ରାଜଧାନୀ ର ମୂଳ ବାସିନ୍ଦା ଓ ଗାଢ଼ଖଣ ର ଏ ଭଳି ନିଆରା ବ୍ୟକ୍ତିତ୍ୱ ସମାଜ ସେବାରେ ଅନୁପ୍ରାଣିତ ଓ ପୂର୍ବତନ ରାଜନୈତିକ ପରାମର୍ଶ ଦାତା ଓ ଗ୍ରାମର ମୁରବୀ ଶ୍ରୀଯୁକ୍ତ ସୁର ପତ୍ର ତାଙ୍କ ଜୀବନରେ ଅନେକ ଝଡଝଞ୍ଜା ଦେଇ ଅତିକ୍ରମ କରି ଆଜି ସେହି ରାଜଧାନୀ ର ମୂଳ ଗ୍ରାମରେ ନିରଳସ ଜୀବନ ଜାପାନ କରି ସମାଜ ସେବା ରେ ଦିନ କାଟନ୍ତି ବର୍ତ୍ତମାନ ସମୟରେ ମଧ୍ୟ ଓଡିଶା ରାଜନୀତି ରେ ବିଭିନ୍ନ ସମୟରେ ପରାମର୍ଶ ଦିଅନ୍ତି ଏବଂ ଜଣେ ବରିଷ୍ଠ ସାମ୍ବାଦିକ ଭାବରେ ପରିଚିତ.

Leave a Reply

Your email address will not be published. Required fields are marked *