ଖରାପ ଇଙ୍ଗିତ କରିଥିବା ଯୁବକଙ୍କୁ ଗାଡ଼ିରୁ ଓହ୍ଲାଇ ନିସ୍ତୁକ ପିଟିଲେ କ୍ୟାବିନେଟ ମନ୍ତ୍ରୀ
1 min read
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାରରେ କ୍ୟାବିନେଟ ମନ୍ତ୍ରୀ ଏବଂ ଋଷିକେଶର ବିଧାୟକ ପ୍ରେମଚାନ୍ଦ ଅଗ୍ରୱାଲଙ୍କ ଏକ ଭିଡିଓର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣା ଉତ୍ତରାଖଣ୍ଡର ଋଷିକେଶର ବୋଲି ଜଣାପଡ଼ିଛି । ଏଥିରେ କ୍ୟାବିନେଟ ମନ୍ତ୍ରୀ ଜଣେ ଯୁବକଙ୍କୁ ରାସ୍ତାରେ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି।