ରାଜ୍ୟ ରାଜନୀତି ରେ ୨୦୨୪ ରେ ବିଧାନସଭା ଆସନରୁ ଲଢ଼ିବେ ଯୁବ ସାମ୍ବାଦିକ
1 min read

ଯାଜପୁର ,୧୧/୦୯/୨୩ ( ଦୀପ୍ତି ରଞ୍ଜନ ମହାନ୍ତି) ରାଜ୍ୟ ରାଜନୀତି ରେ 2024ରେ ବିଧାନସଭା ଆସନ ରୁ ଲଢେଇ କରିବେ ଯୁବ ସାମ୍ବାଦିକ, anc –ଯାଜପୁର ଜିଲ୍ଲା ସାଧାରଣ ବିଧାନସଭା ନିର୍ବାଚନ ଆଗକୁ ଆସୁଛି, ଯାଜପୁର ବିଧାନସଭା ସିଟ ଟି ବିଜେଡି ଗଡ଼ ଥିବା ବେଳେ ପ୍ରାୟ ପ୍ରଣବ ପ୍ରକାଶ ଦାସ ଙ୍କ ଦବ ଦବା ରହି ଆସୁଥିବା ବେଳେ ଆଗାମୀ ନିର୍ବାଚନ 2024ଲାଗି ବିଜେଡି କୁ ପରାସ୍ତ କରିବାକୁ ନୂଆ ଦଳ ତାର ସୁକ୍ଷ୍ମ ଗୋଟି ଚାଳନା ଆରମ୍ଭ କରିଛି ଏବଂ ନୂଆ ମୁହଁ କୁ ପାର୍ଥୀ କରିବାକୁ ଓଡିଶା ପ୍ରଜା ଦଳ ସମ୍ପୂର୍ଣ ଲକ୍ଷ୍ୟ କରି ଯୁବ ସାମ୍ବାଦିକ ଓ ଆଇନ ଯିବି ଓ ସମାଜ ସେବି ଶିବ କେତନ ମହାନ୍ତି ଙ୍କୁ ପାର୍ଥୀ କାରବାକୁ ସ୍ଥିର କରିଛି ଓ ଯାଜପୁର ଜିଲ୍ଲା ର ସମସ୍ତ ଭୋଟର ମାନଙ୍କ ସହଯୋଗ କରିବାକୁ ଶ୍ରୀ ମହାନ୍ତି ଆଶା ଓ ବିଶ୍ୱାସ ରଖି ଆଗକୁ ନିର୍ବାଚନ ଲଢେଇ କରି ନିଜର ଅସ୍ଥା ପ୍ରକଟ କରିବେ
