ଶୁକ ନଦୀରେ ବୁଡ଼ି 24ବର୍ଷୀୟା ଯୁବତୀ ମୃତ।

1 min read
Spread the love

କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ପୂରଣ ଗ୍ରାମର ପ୍ରଫୁଲ୍ଲ ଦାସ ଙ୍କ ଝିଅ ରଶ୍ମିତା ଦାସ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି।ଘରକୁ ଫେରିବା କୁ ବିଳମ୍ବ ହେବାରୁ ଘର ଲୋକ ଓ ସାହି ପଡିଶା ବହୁ ଖୋଜା ଖୋଜି କରିବାପରେ ନଦୀରୁ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସାଲେପୁର ଥାନା ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଛି।

ସାଲେପୁର / ମାନସ କୁମାର ସାହୁ

Leave a Reply

Your email address will not be published. Required fields are marked *