ପରଲୋକରେ ଲୋକପ୍ରିୟ ତାମିଲ ଅଭିନେତା-ନିର୍ଦ୍ଦେଶକ ମନୋବାଲା

1 min read
Spread the love

ଚେନ୍ନାଇ: ପରଲୋକରେ ଲୋକପ୍ରିୟ ତାମିଲ ଅଭିନେତା-ନିର୍ଦ୍ଦେଶକ ମନୋବାଲା। ଚେନ୍ନାଇରେ ତାମିଲ ଅଭିନେତା-ନିର୍ଦ୍ଦେଶକ ମନୋବାଲାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି। ମୃତ୍ୟୁବେଳକୁ ତାଙ୍କୁ ୬୯ବର୍ଷ ବୟସ ହୋଇଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମନୋବାଲା ଗତ ଦୁଇ ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି ଜଣାଯାଇଛି। ତାଙ୍କ ମୃତ୍ୟୁ ଖବରକୁ ଅଭିନେତା-ନିର୍ଦ୍ଦେଶକ ଜିଏମ କୁମାର ଟ୍ୱିଟରରେ ନିଶ୍ଚିତ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ ମନୋବାଲା ସାରଙ୍କର ଦେହାନ୍ତ ହୋଇଛି।

Leave a Reply

Your email address will not be published. Required fields are marked *