ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ରେ ୫ ଟି ସଚିବ ଭିକେ ପାଣ୍ଡିଆନ ଙ୍କୁ କାଳି ମାଡ଼ କରିବା ସହ ତୀବ୍ର ବିରୋଧ କଲେ ଜନତା
1 min readପୁରୀ,୧୯/୦୮/୨୦୨୩ (ଦୀପ୍ତି ରଞ୍ଜନ ମହାନ୍ତି) ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ରେ ଭିକେ ପଣ୍ଡିଆନ ଙ୍କୁ ତୀବ୍ର ବିରୋଧ ….!
କାଳି ମାଡ଼ କରି ତୀବ୍ର ବିରୋଧ କଲେ ସତ୍ୟବାଦୀ ବ୍ଳକ ର ଲୋକ ମାନେ
ପାଣ୍ଡିଆନ ଗୋ ବ୍ୟାକ୍ ନାରାରେ କମ୍ପିଉଠିଲା ସତ୍ୟବାଦୀ ବ୍ଲକ୍…!
ୟୁଜିଏସ କଲେଜ ସଭାରେ ଯୋଗ ଦେବା ବେଳେ ହେଲା କାଳି ମାଡ଼….!

ମାଉସୀ ପୋଛିଲେ ପାଣ୍ଡିଆନ ଙ୍କ ମୁହଁ ରୁ କାଳି …..!
କାଳି ମାଡ଼ କରିଥିବା ଲୋକକୁ ତୁରନ୍ତ ଉଠାଇନେଲା ପୋଲିସ୍…..!
ତେବେ ଏତେ କଡ଼ା ସୁରକ୍ଷା ଭିତରେ କେମିତି ହେଲା କାଳି ମାଡ଼
କଣ କରୁଥିଲା ପୋଲିସ୍ ପ୍ରଶାସନ
ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଏବେ ବିପଦରେ ….!
ଯଦି ଏଠି ଦିନ ଦ୍ବିପହରରେ ଏବଂ କଡ଼ା ସୁରକ୍ଷା ଭିତରେ ଥାଇ ୫ ଟି ସଚିବ ଭୀକେ ପାଣ୍ଡିଆନ ଅସୁରକ୍ଷିତ ତେବେ ସାଧାରଣ ଜନତା କିଭଳି ଥିବେ ଆପଣ ଏଥିରୁ ଜାଣିପାରୁଥିବେ …..!
ଦୁର୍ବଳ ହୋଇଗଲା କି ପୋଲିସ୍ ପ୍ରଶାସନ…..?
ସାଧାରଣ ରେ ପ୍ରଶ୍ନ ଉଠେ ଯଦି ସରକାରୀ କର୍ମଚାରୀ ଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ତେବେ ସାଧାରଣ ଜନତାଙ୍କୁ କିଭଳି ସୁରକ୍ଷା ଦେଉଥିବେ ଆପଣ ଅନୁମାନ କରୁଥିବେ